କୋଭିଡ୍‌ ସଂକଟର ବିକଳ ସ୍ଥିତି: କେବଳ ୫୫% ପରିବାର ପାଇଁ ଦି’ଥର ଖାଇବା ସମ୍ଭବ

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌ ଯୋଗୁଁ ଦେଶରେ ଦେଖାଦେଇଥିବା ଆର୍ଥିକ ତଥା ସାମାଜିକ ସଂକଟ ବେଳେ ସାଧାରଣ ଲୋକଙ୍କୁ ନାନା ଅସୁବିଧା ସହି ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିଛି। ଏପରିକି ୫୫ ପ୍ରତିଶତ ପରିବାର ଦିନକୁ କେବଳ ଦୁଇଥର ଖାଇବା ପାଇଁ କୌଣସି ମତେ ସାଧନ ଯୋଗାଡ଼ କରିପାରିଥିଲେ ବୋଲି ଜଣାଯାଇଛି। ଗତ ଏପ୍ରିଲ ପହିଲାରୁ ମେ ୧୫ ଭିତରେ ୨୪ଟି ରାଜ୍ୟ ଏବଂ ଦିଲ୍ଲୀ ଓ ଜମ୍ମୁକାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର … Continue reading କୋଭିଡ୍‌ ସଂକଟର ବିକଳ ସ୍ଥିତି: କେବଳ ୫୫% ପରିବାର ପାଇଁ ଦି’ଥର ଖାଇବା ସମ୍ଭବ